ଆଜି ଖୋଲିବ ଏସ୍‌ପ୍ଲାନେଡ୍‌ ଓ୍ଵାନ୍‌

ଭୁବନେଶ୍ୱର: ରାଜଧାନୀର ସବୁଠୁ ବଡ଼ ସପିଂ ମଲ୍‌ ଏସ୍‌ପ୍ଲାନେଡ୍‌ ଓ୍ଵାନ୍‌ ଗୁରୁବାର ସର୍ବସାଧାରଣଙ୍କ ପାଇଁ ଖୋଲିବ। ଏଥିପାଇଁ ସପିଂ ମଲ୍‌ରେ ଖୋଲିଥିବା ଦୋକାନଗୁଡ଼ିକ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଅଫର୍‌ ବର୍ଷା କରିଛନ୍ତି। ଆସନ୍ତା ୧୪ତାରିଖରେ ଏହି ମଲ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ ହେବ। ଏହି ସପିଂ ମଲ୍‌ ଖୋଲିବା ପୂର୍ବରୁ ଆଜି ପୂଜାର୍ଚ୍ଚନା ଶେଷ ହୋଇଛି। ରସୁଲଗଡ଼ରୁ ବମିଖାଲ ରାସ୍ତାରେ ରାଜଧାନୀର ସବୁଠୁ ବଡ଼ ସପିଂ ମଲ୍‌ ‘ଏସ୍‌ପ୍ଲାନେଡ୍‌ … Continue reading ଆଜି ଖୋଲିବ ଏସ୍‌ପ୍ଲାନେଡ୍‌ ଓ୍ଵାନ୍‌